-->

gkexpres site ke madat se hum logon ko new upcoming movie,current affairs new technology,historycal facts,indian ,odisha job,festivals,artichteture,internet,gk,earning app review,type ke sare jankari dete hain

रविवार, 14 अप्रैल 2024

RI and Amin Post Vacancy in odisha 2024

ଓଡିଶାର ଯୁବକ ଯୁବତୀ ପାଇଁ ଖୁସି ଖବର, ଏବେ odisha ରେ RI ଏବଂ AMIN ପୋଷ୍ଟ ପାଇଁ ଆପଣ ଆବେଦନ କରିପାରିବେ, ଏହି ଦୁଇଟା post ଓଡ଼ିଶାରେ vacancy ଅଛି ତା ସାଙ୍ଗମାନେ ଏଥି ପାଇଁ ଯୋଗ୍ୟତା କେତେ ଥିବା କଥା ବୟସ କେତେ ରହିବା କଥା ଆଉ ତା ସହିତ ସବୁ କିଛି ଜାଣିବା ପାଇଁ ଏହିଛୋଟଲେଖା କୁ ଆରମ୍ଭ ରୁ ଶେଷ ଯାଏଁ ପଢି ନିଅନ୍ତୁ,

 

RI-and-Amin-Post-Vacancy-in-odisha-2024

RI and Amin  Post Odisha

ଜାଣି ରଖ ଯେ RI and Amin  Post କୁ ଆପଣ online ନୁହଁ offline ଆବେଦନ କରିପାରିବେ ଆଉ ଏହାର ଶେଷ ତାରିଖ ଅପ୍ରେଲ 19 ତାରିଖ, ଏହି ପୋଷ୍ଟ କୁ ସାରା ଓଡିଶା ର ଲୋକ ମାନେ ଆବେଦନ କରିପାରିବେ, ଆପଣ ଯଦି +3 ପାସ କରିଛନ୍ତି ୟାଫିର ତାଠୁ ଅଧିକ ପଢ଼ିଛନ୍ତି ତାହେଲେ ଏହି ଜବ କୁ ଆବେଦନ କରିପାରିବେ,

 

RI and Amin  post କୁ ଆବେଦନ କରିବା ପାଇଁ ଅପଣଂକର ବୟସ ସୀମା 18 ରୁ 69 ମଧ୍ୟରେ ଥିବା କଥା, ଏଇଟା ହଉଛି ଓଡିଶା ର ଗବେରମେଣ୍ଟ ଜବ ଜଉଟା mcl ଦୁଆର recruitment କରା ଯାଉଛି ଯଉଠି ଶଲରୀ ରହିବ RI ପାଇଁ 20 ହଜାର ଆଉ Amin ପାଇଁ 15 ହଜାର ଟଙ୍କା,

 

ଏହି ପୋଷ୍ଟ କୁ ଆବେଦନ କରିବା ପାଇଁ ଆପଣଙ୍କୁ ଯାଉ ସାରା document ଦରକାର ହେବ ତାହା ସବୁ ତଳେ ଦିଆ ହେଇଛି ଦେଖି ନିଅନ୍ତୁ,

 

  1. 10th certificate and mark scheet
  2. +2 certificate and marksheet
  3. graduation certificate and mark sheet
  4. aadhar card
  5. cast and resident certificate
  6. signature
  7. passport size photo copy


ସାଙ୍ଗ ମାନେ ଯଦି ଏଭଳି ଖବର ଆପଣଙ୍କୁ ଦରକାର ତାହେଲେ ଆମର ଏହି ପୋଷ୍ଟ କୁ fallow କରିନିଅନ୍ତୁ ନହେଲେ ଆମର website କୁ gkexpress କୁ ମନେ ରଖିଥାନ୍ତୁ, ଯଦି ଆପଣଙ୍କୁ RI and Amin  Post ବିଷୟରେ ଅଧିକ ଜାନକାରୀ ଦରକାର ତାହେଲେ ଆମକୁ କମେଣ୍ଟ କରନ୍ତୁ.

कोई टिप्पणी नहीं:

एक टिप्पणी भेजें

how can i helf you

टिप्पणी: केवल इस ब्लॉग का सदस्य टिप्पणी भेज सकता है.